ଟଙ୍କପାଣି ରାସ୍ତାର ଦୁରବସ୍ଥା : ମୃତ୍ୟୁକୁ ଡାକୁଛି ରାସ୍ତାକଡ଼ ଖାଲ

ଖବର ପ୍ରକାଶ ପରେ ବିଭାଗ ତତ୍ପର, ଗାଡ଼ି ଚଳାଚଳ ପାଇଁ ଅସ୍ଥାୟୀ ମରାମତି ଭୁବନେଶ୍ବର : ଟଙ୍କପାଣି ରାସ୍ତାର ଦୁରବସ୍ଥା ସଂପର୍କିତ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗର ଚେତା ପଶିଛି। ସକାଳେ ପୂର୍ତ୍ତ ବିଭାଗ ପକ୍ଷରୁ ଟଙ୍କପାଣି ଟ୍ରାଫିକ୍‌ ଛକ ନିକଟରେ ହୋଇଥିବା ବିପଦପୂର୍ଣ୍ଣ ଖାଲ‌‌ରେ ଗୋଡ଼ି, ବଜୁରି ଓ ଡଷ୍ଟ ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି। ଫଳରେ ଗାଡ଼ି ଚଳାଚଳ ସାମାନ୍ୟ ସହଜ ହୋଇଛି। … Continue reading ଟଙ୍କପାଣି ରାସ୍ତାର ଦୁରବସ୍ଥା : ମୃତ୍ୟୁକୁ ଡାକୁଛି ରାସ୍ତାକଡ଼ ଖାଲ